By: Pallipuspa Samal
Last updated: 01 September 2022, 02:29 PM IST
ଯିଏ ଦିନେ ଲୁହ ପୋଛୁଥିଲା, ତାଙ୍କ ପାଇଁ ଆଜି ଲୁହ ଗଡାଉଛନ୍ତି ପିଲା। ବାପା-ମାଆଙ୍କ ସ୍ୱପ୍ନ ପୂରଣ ହେବ କି ନାହିଁ ମୁଁ ଜାଣିନି ବୋଲି କହି ଭୋ ଭୋ କାନ୍ଦୁଛନ୍ତି ୪ ଭଉଣୀ। ବାପାଙ୍କ ଫଟୋକୁ ଚାହିଁକି କାନ୍ଦିଲେ ବି କିଛି ବାଟ ଦିଶୁନି। ଋଣ ଟଙ୍କା କେମିତି ସୁଝିବେ? ସେଇ ଚିନ୍ତାରେ ଦିନ କାଟୁଛନ୍ତି ଏଇ ୪ ଭଉଣୀ