ଜନ୍ମରୁ ମାଆକୁ ଦେଖିନି, ସୂର୍ଯ୍ୟାଲୋକ ବି ଦେଖିନି...କଅଁଳ ସ୍ୱରରେ ପାଠ ପଢିବି ବୋଲି କହୁଛି....ମା ଚାଲିଗଲା ପରେ ଦୁନିଆରେ କେବଳ ସାହା ଭରଷା ଏବେ ବାପା...ଗରିବୀ ପାଇଁ ଭଲରେ ମୁଠାଏ ଖାଇବା ମିଳୁନି, ସାହାଯ୍ୟ କଲେ ପାଠ ପଢନ୍ତା କୁନି ପୁଅ