Advertisment

ଜିମ୍ ଯାଉଥିବା ଯୁବପିଢ଼ି ଅନ୍ଧାଧୁନିଆ ପ୍ରୋଟିନ ଖାଉଥିଲେ ହୋଇଯାଆନ୍ତୁ ସାବଧାନ

ଜିମ୍ ଯାଉଥିବା ଯୁବପିଢ଼ି ଅନ୍ଧାଧୁନିଆ ପ୍ରୋଟିନ ଖାଉଥିଲେ ହୋଇଯାଆନ୍ତୁ ସାବଧାନ । ନଚେତ୍ ହୃଦଘାତ ଭଳି ସ୍ଥିତିର ସାମ୍ନା କରି ଜୀବନକୁ ବିପଦରେ ପକାଇ ପାରନ୍ତି । କାହିଁକି ନା ଜିମ୍ ସହ ତାଳ ଦେଇ ରାଜ୍ୟର ଛୋଟ ବଡ଼ ସହରରେ ପ୍ରୋଟିନ୍ ଷ୍ଟୋର ଖୋଲିବାରେ ଲାଗୁଛି । ଅଧିକାଂଶ କ୍ଷେତ୍ରରେ ଜିମରେ ଥିବା ଟ୍ରେନରମାନେ ସେମାନଙ୍କ ରୋଜଗାର ପାଇଁ ପ୍ରୋଟିନ୍ ଖାଇବାକୁ ପରାମର୍ଶ ଦେଇ ବିପଦକୁ ଠେଲି ଦେଉଥିବା ଅଭିଯୋଗ ହେଉଛି।

Advertisment

ଜିମ୍ ଯାଉଥିବା ଯୁବପିଢ଼ି ଅନ୍ଧାଧୁନିଆ ପ୍ରୋଟିନ ଖାଉଥିଲେ ହୋଇ ଯାଆନ୍ତୁ ସାବଧାନ । ନଚେତ୍ ହୃଦଘାତ ଭଳି ସ୍ଥିତିର ସାମ୍ନା କରି ଜୀବନକୁ ବିପଦରେ ପକାଇ ପାରନ୍ତି । କାହିଁକି ନା ଜିମ୍ ସହ ତାଳ ଦେଇ ରାଜ୍ୟର ଛୋଟ ବଡ଼ ସହରରେ ପ୍ରୋଟିନ୍ ଷ୍ଟୋର ଖୋଲିବାରେ ଲାଗୁଛି । ଅଧିକାଂଶ କ୍ଷେତ୍ରରେ ଜିମରେ ଥିବା ଟ୍ରେନରମାନେ ସେମାନଙ୍କ ରୋଜଗାର ପାଇଁ ପ୍ରୋଟିନ୍ ଖାଇବାକୁ ପରାମର୍ଶ ଦେଇ ବିପଦକୁ ଠେଲି ଦେଉଥିବା ଅଭିଯୋଗ ହେଉଛି।

Advertisment
Protein
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ