Advertisment

ରାଜଭୀର୍ ପାଇଁ ଅପିଲ୍ କଲେ ସୋନୁ ସୁଦ୍, ମୁମ୍ବାଇରେ ପହଞ୍ଚିଲେ ବାପା ମାଆ

ଓଡ଼ିଶାର କୁନିପୁଅ ରାଜଭୀରର ଜୀବନ ବଞ୍ଚେଇବାକୁ ଅପିଲ୍ କଲେ ନିଜେ ସୋନୁ ସୁଦ୍। ଆଜି ରାଜଭୀରର ବାପା ମାଆ ମୁମ୍ବାଇରେ ସୋନୁଙ୍କୁ ତାଙ୍କ ବାସଭବନରେ ଭେଟିବା ପରେ, ପିଲାଟିକୁ ସାହାଯ୍ଯ କରିବାକୁ ସେ ଅପିଲ୍ କରିଛନ୍ତି। କହିଛନ୍ତି ଏ ପିଲାଟିର ଦାୟିତ୍ୱ ଆମ ସମସ୍ତଙ୍କର। ତା ପାଇଁ ଯେଉଁ ଇଂଜେକ୍ସନ ଲାଗିବ ତାର ଦାମ ୧୬ କୋଟି ଟଙ୍କା।

Suffering Genetic Disorder Odisha Child Actor Sonu Sood Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ