Advertisment

ମାଆ ତତେ ଶହେ ସଲାମ୍‌...ପରିବାର ପାଇଁ ଗାଁ ଗାଁ ବୁଲି କରୁଛନ୍ତି ପାମ୍ପଡ ବେପାର...

ବୟସ ୭୦ ଛୁଇଁଲାଣି। ହେଲେ ପରିବାରର ବୋଝକୁ ନିଜ ଉପରୁ ଖସାଇନାହାନ୍ତି...ବରଂ ଉଦୁଉଦିଆ ଖରା ହେଉ କି ଢୋ ଢୋ ବର୍ଷା...ଏମିତି ଗାଁକୁ ଗାଁ, ଘରକୁ ଘର ବୁଲି କରୁଛନ୍ତି ପାମ୍ପଡ ବେପାର। ଦେଖନ୍ତୁ ଏଇ ହୃଦୟସ୍ପର୍ଶୀ ଭିଡ଼ିଓ

70-yr-old Woman Support Family
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ