Last updated: 31 October 2021, 08:19 AM IST
ସାରା ଦୁନିଆ ଏବେ ଗୋଟିଏ ଗୀତରେ ଗୁଣୁଗୁଣୁ। ବାଥରୁମ ସିଙ୍ଗରରୁ ପ୍ରତିଷ୍ଠିତ ଗାୟକ, ସମସ୍ତଙ୍କ ମୁହଁରେ ଏହି ଗୀତ। ଗୀତଟିକୁ କେହି ବୁଝି ନ ପାରିଲେବି ମ୍ୟୁଜିକରେ ସମସ୍ତେ ମତୁଆଲା। ମାନିକେ ମାଗେ ହିଥେ ଗୀତର ସିଂହଳି ଗାୟିକା ୟୋହାନି ଦିଲୋକା ଡି ସିଲ୍ଭାଙ୍କ ବିଷୟରେ ଜାଣନ୍ତୁ ଏମିତି ସବୁ କଥା...