Joe Baiden
Advertisment
କୋଭିଡ-୧୯ର ମୁକାବିଲା କରିବା ପାଇଁ ଭାକ୍କିନର ତୃତୀୟ ଡୋଜର କେତେଦୂର ଆବଶ୍ୟକତା ରହିଛି ତାହାକୁ ନେଇ ଚର୍ଚ୍ଚା ସରିନି। ହେଲେ ଏହା ଭିତରେ ଅନେକ ଭାକ୍ସିନ୍ର ବୁଷ୍ଟର ଡୋଜ ନେଇ ସାରିଲେଣି। ନିକଟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ କରୋନାର ବୁଷ୍ଟର ଡୋଜ ନେଇଥିବା ଜଣାଯାଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us