କାବୁଲ ବିମାନ ବନ୍ଦର ନିକଟରେ ଆମେରିକାର ପୁଣି ଏୟାର ଷ୍ଟ୍ରାଇକ୍। ISIS-Kର ଆତଙ୍କବାଦୀଙ୍କୁ ଲକ୍ଷ୍ୟ କରି ଏହି ଏୟାର ଷ୍ଟ୍ରାଇକ୍ କରାଯାଇଛି । ଏହି ବିସ୍ଫୋରଣର ଶବ୍ଦ ଖୁବ ଭୟଙ୍କର ଥିଲା। ଏଥିରେ ଆଇଏସ୍ଆଇଏସ୍-କେ ଆତଙ୍କବାଦୀ ରକେଟକୁ ଟାର୍ଗେଟ କରାଯାଇଥିଲା । ଅନେକ ସ୍ଥାନରେ ନିଆଁ ଲାଗିବା ସହ କିଛି ଗାଡ଼ି କ୍ଷତିଗ୍ରସ୍ତ ମଧ୍ୟ ହୋଇଛି ।