Advertisment

ଫିଲ୍ମ ଷ୍ଟାଇଲ୍‌ରେ ଟ୍ରେନ୍‌ ହାଇଜାକ୍‌

ଗୁଳି ବିନିମୟରେ ୩୦ ପାକ୍‌ ସେନା ଯବାନଙ୍କୁ ହତ୍ୟା କରିଥିବା ଦାବି କରିଛି ବେଲୁଚି ଲିବୋରେସନ ଆର୍ମି। ଆତଙ୍କୀଙ୍କ କବଳରୁ ମୁକୁଳିଛନ୍ତି ୧୦୪ ପଣବନ୍ଦୀ।

Advertisment

ଟନେଲ ଭିତରେ ଟ୍ରେନ୍‌ ଉପରେ କଲେ କବ୍‌ଜା। ଯାତ୍ରୀଙ୍କୁ ବନ୍ଧକ ବନାଇ ୪୮ ଘଣ୍ଟାର ଅଲ୍ଟିମେଟମ ଦେଲେ ଆତଙ୍କୀ। ଏହାପରେ ପଣବନ୍ଦୀଙ୍କୁ ମୁକୁଳାଇବା ପାଇଁ ଚାଳିଲା ରାତି ସାରା ଲଢ଼େଇ। ପାକ୍‌ ସେନା ଗୁଳିରେ ଟଳିଲେ ୧୬ ଆତଙ୍କବାଦୀ। ଜାଫର ଏକ୍ସପ୍ରେସ୍‌ ହାଇଜାକ୍‌ ପରେ ଏଭଳି କିଛି ବଡ଼ ଅପଡେଟ୍‌ ସାମ୍ନାକୁ ଆସିଛି। ଗୁଳି ବିନିମୟରେ ୩୦ ପାକ୍‌ ସେନା ଯବାନଙ୍କୁ ହତ୍ୟା କରିଥିବା ଦାବି କରିଛି ବେଲୁଚି ଲିବୋରେସନ ଆର୍ମି। ଆତଙ୍କୀଙ୍କ କବଳରୁ ମୁକୁଳିଛନ୍ତି ୧୦୪ ପଣବନ୍ଦୀ। ଏମାନଙ୍କ ମଧ୍ୟରେ ଅଛନ୍ତି ୩୧ ମହିଳା ଓ ୧୫ ଜଣ ଶିଶୁ।

Advertisment
Pakistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ