""
ଅନ୍ତର୍ଜାତୀୟ ଖବର Videos ଘନଘନ ଏୟାର ଷ୍ଟ୍ରାଇକ... ମାଟିରେ ମିଶିବ ହିଜବୁଲ୍ଲା ଅଶାନ୍ତ ମଧ୍ୟପ୍ରାଚ୍ୟ । ଆକାଶ ମାର୍ଗରୁ ଆକ୍ରମଣ ପରେ ଏବେ ସ୍ଥଳଭାଗରୁ ଆଟାକ୍ପାଇଁ ସଜବାଜ ହେଉଛି ଇସ୍ରାଏଲ । ସବୁଠି ଜଳୁଛି ନିଆଁ... ଗୋଳାବାରୁଦର ଧୂଆଁରେ ଆକ୍ତାମାକ୍ତା ପୂରା ମଧ୍ୟପ୍ରାଚ୍ୟ । ଏହାରି ଭିତରେ ସ୍ଥଳବାହିନୀକୁ ସଜାଗ ରହିବାକୁ ଇସ୍ରାଏଲ ଡିଫେନ୍ସ ଫୋର୍ସ ମୁଖ୍ୟ ନିର୍ଦ୍ଦେଶ ଦେଇଛନ୍ତି । 28 Sep 2024 09:35 ISTPallipuspa Samal Follow UsIsrael warAdvertisment Read More Israel