Advertisment

ମୋଦି ଜିନପିଙ୍ଗଙ୍କ ଦୋସ୍ତି ଇର୍ଷାରେ ଜଳିଲା ଆମେରିକା !

ଗୋଟିଏ ମଞ୍ଚରେ ତିନି ମହାଶକ୍ତି । ମୋଦି-ପୁଟିନ-ଜିନପିଙ୍ଗଙ୍କ ଦୋସ୍ତି, ଇର୍ଷାରେ ଜଳିଲା ଆମେରିକା ! ହାତରେ ହାତ ମିଶାଇଲେ, ହସି ହସି କଥା ହେଲେ । ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ମୋଦି, ଜିନପିଙ୍ଗ ଓ ପୁଟିନଙ୍କ ବନ୍ଧୁତା । ଚୀନର ତିଆନଜିନ୍‌ରେ ଆୟୋଜିତ SCO ସମ୍ମିଳନୀରେ ଦେଖିବାକୁ ମିଳିଛି ମହାଶକ୍ତିଙ୍କ ଏ ମହାମିଳନ । ଯାହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ