Advertisment

୪୦୦ କୋଟିର ବାହାଘର, ଗାର୍ଲଫ୍ରେଣ୍ଡଙ୍କ ହାତ ଧରିବେ ଆମାଜନ ସିଇଓ

ଆସିଲେଣି ଅତିଥି। ଜମିଲାଣି ଭିଭିଆଇପିଙ୍କ ଭିଡ। ଧାଡିକି ଧାଡି ହୋଇ ଠିଆ ହେଲାଣି ପ୍ରାଇଭେଟ୍‌ ଜେଟ୍‌ । ବଡ଼ ବଡ଼ ଲଗ୍‌ଜୁରୀ ହୋଟେଲ ବି ହୋଇଗଲାଣି ଫୁଲ୍‌ । ଏପଟେ ସେଜଇ ହେଲଣି ମଣ୍ଡପ। ସରିଲାଣି ସବୁ ପ୍ରସ୍ତୁତି। ହେବ ଲାଭିସ୍‌ ବାହାଘର । ପୁଣି ହାତକୁ ଦି ହାତ ହେବେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି । ଗାର୍ଲଫ୍ରେଣ୍ଡ ଲରେନ୍ ସାଞ୍ଚେଜ୍‌ଙ୍କୁ ସହ ଆମାଜନ ସିଇଓଙ୍କ ପଡ଼ିବ ହାତଗଣ୍ଠି ।

Amazon CEO Jeff Bezos
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ