Advertisment

ବିଦେଶରେ ଲୀଳା କଲା ଜଗା

ଚକାଚକା ଆଖି... ଲାଖି ଯାଉଛି ମନ । ଭାଇ ଭଉଣୀଙ୍କ ସହ ବସି ଖିଲିଖିଲି ହସୁଛି କଳାଜହ୍ନ । ବିଶ୍ୱନିଅନ୍ତା ସବୁଠି ବିଦ୍ୟମାନ । ଏ ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଇଂଲଣ୍ଡର ସିଟି ଅଫ୍ ବାଥ୍ ଶ୍ରୀଜଗନ୍ନାଥ ମନ୍ଦିରର ଦୃଶ୍ୟ ।

Advertisment

ଚକାଚକା ଆଖି... ଲାଖି ଯାଉଛି ମନ । ଭାଇ ଭଉଣୀଙ୍କ ସହ ବସି ଖିଲିଖିଲି ହସୁଛି କଳାଜହ୍ନ । ବିଶ୍ୱନିଅନ୍ତା ସବୁଠି ବିଦ୍ୟମାନ । ଏ ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଇଂଲଣ୍ଡର ସିଟି ଅଫ୍ ବାଥ୍ ଶ୍ରୀଜଗନ୍ନାଥ ମନ୍ଦିରର ଦୃଶ୍ୟ । ସକାଳୁ ସକାଳୁ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା ।

Advertisment
Lord Jagannath Debasnana Purnima
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ