Social Work
Advertisment
ଦର୍ଶକବନ୍ଧୁ କ'ଣ ଭାବୁଛନ୍ତି ? ଜଣେ ମହିଳାଙ୍କୁ ଶବଦାହ କରୁଥିବାର ଦେଖି ଆପଣଙ୍କୁ ଅଜବ ଲାଗୁଥାଇପାରେ । କାରଣ ଆମ ସମାଜ ଶିଖାଇଛି ଜଣେ ନାରୀ କେବେ ହେଲେ ଏହି କାମ କରିପାରିବ ନାହିଁ । କାରଣ ସେ ଅବଳା ଦୁର୍ବଳା । ହେଲେ ଏହି ଉକ୍ତିକୁ ଭୁଲ ବୋଲି ପ୍ରମାଣିତ କରିଛନ୍ତି ଏହି ମହିଳା ଜଣକ । ଆପଣ ଦେଖୁଥିବା ଏ ନାରୀଙ୍କୁ ଆପଣ ନାରାୟଣୀ ବୋଲି କହିପାରିବା । କାହିଁକିନା ଯାହାକୁ ସମାଜ ଆଡ଼ ଆଖିରେ ଅନାଏନି ତାକୁ ସେ ନିଜେ କୋଳାଇ ନିଅନ୍ତି । ଏ ହେଉଛନ୍ତି ଅଜଣା ଶବ ସାଥୀ ବରଗଡ଼ର ସଂଘମିତ୍ରା ପଟେଲ । ମୃତ୍ୟୁ ସମୟରେ ଯାହାର କେହି ନଥାନ୍ତି ତାଙ୍କ ପାଇଁ ସଂଘମିତ୍ରା ଥାଆନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us