Advertisment

ଧାନରେ ଆଙ୍କୁଛନ୍ତି ମା'ଙ୍କ ଅବିକଳ ଚିତ୍ର..ଚର୍ଚ୍ଚାରେ ଯୁବତୀଙ୍କ କଳାକୃତୀ

ଚର୍ଚ୍ଚାରେ ଏହି ଯୁବତୀଙ୍କ କଳାକୃତୀ.. ଧାନରେ ଆଙ୍କୁଛନ୍ତି ମା'ଙ୍କ ଅବିକଳ ଚିତ୍ର । ୩ ହଜାର ରୁ ଉର୍ଦ୍ଧ ଧାନରେ ମା ଦୁର୍ଗାଙ୍କ ଫଟୋ ଚିତ୍ର ଆଙ୍କି ଚର୍ଚ୍ଚାକୁ ଆସିଛନ୍ତି ଜଗତସିଂହପୁର ଜିଲ୍ଲା ଯଶୋବନ୍ତପୁର ଗାଁର ଶିକ୍ଷୟତ୍ରୀ ସ୍ନିଗ୍ଧା ସ୍ୱୟଂପ୍ରଭା ଦାଶ ।

Advertisment
Exemplary Artwork
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ