""
ଭଲ ଖବର Videos କୁନିପୁଅ କହୁଛି ମୁଁ ସନ୍ନ୍ୟାସୀ ହେବି କଥାରେ ଅଛି... କୃଷ୍ଣ ନାମେ କି ରସ ଅଛି, ଗାନକଲା ଲୋକ ସିନା ଜାଣିଛି । ଏଇ ଦେଖୁନାହାନ୍ତି ଏ କୁନି ବାଳକକୁ... ଦୁନିଆକୁ ଭଲକି ଜାଣିନି... କିନ୍ତୁ ଏ ଅଢ଼େଇ ବରଷର ଶିଶୁ ଅନର୍ଗଳ ଗାଇଚାଲିଛି କୃଷ୍ଣ ନାମ । ମହାପ୍ରଭୁ ଜଗନ୍ନାଥ ଓ ଶ୍ରୀକୃଷ୍ଣଙ୍କ ଭଜନ କୀର୍ତ୍ତନରେ ବ୍ୟସ୍ତ । ସେଥିପାଇଁ ତାଙ୍କୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ମିଳିଛି । 26 Sep 2024 11:37 ISTPallipuspa Samal Follow Usbrave boyAdvertisment Read More Special Story