Advertisment

ଓଟିଭି ଦେଖି ବେପାର କରି ଆଜି ମାଲାମାଲ

କିଛି ନୂଆକରି ଦେଖାଇବାର ଆଶା... ଆଜି ଦେଇଛି ନୂଆ ପରିଚୟ । ସଫଳ ଧଳା ଘୁଷୁରୀ ପାଳନ କରି ନିଜ ଅଞ୍ଚଳରେ ଏବେ ବେଶ୍‌ ଜଣାଶୁଣା କୃତାର୍ଥ ପ୍ରଧାନ। ଦେଢ଼ ବର୍ଷ ତଳେ ଆରମ୍ଭ କରିଥିବା ଏହି ଫାର୍ମରେ ଏବେ ପାଖାପାଖି ୧୦୦ରୁ ଊର୍ଦ୍ଧ୍ୱ ଛୋଟ ବଡ଼ ଘୁଷୁରୀ ଅଛନ୍ତି ।

Advertisment
White Pig Farming
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ