""
ଭଲ ଖବର Videos କଥା କହୁଛି ଇପ୍ସିତାଙ୍କ ଚିତ୍ର ହାତରେ ପେନସିଲ୍ ଧରି ଆଙ୍କୁଛନ୍ତି ସୁନ୍ଦର ସୁନ୍ଦର ଛବି । ତାଙ୍କ ହାତର ସ୍ପର୍ଶରେ ଯେମିତି ଏହି ସବୁ ଫଟୋଚିତ୍ର ଜୀବନ୍ତ ହୋଇଉଠୁଛି । ଶ୍ରୀ ମନ୍ଦିର, ପ୍ରଭୁ ଜଗନ୍ନାଥ, ଦେବୀ କାଳୀ ଓ ଅଗ୍ରପୁଜ୍ୟ ଗଜାନନଙ୍କ ଭଳି ଅନେକ ଛବି ଆଙ୍କି ଏବେ ଚର୍ଚ୍ଚାରେ ଇପ୍ସିତା । 10 Sep 2024 10:52 ISTPallipuspa Samal Follow UsartistAdvertisment Read More Special Story