Advertisment

ଫ୍ୟାସନ୍‌ ସୋ’ରେ ଦିବ୍ୟାଙ୍ଗ

କିଏ ଟ୍ରାଏ ସାଇକେଲରେ ଆସୁଛି...କିଏ ଚାଲି ଚାଲି ଅ।ସୁଛି....କିଏ ଆରବିଆନ ସେଠ୍ ତ କିଏ ଦାଦା କଷ୍ଟୁମରେ । ସମସ୍ତଙ୍କ ମୁହଁରେ ଦମ୍ଭ ଓ ଦୃଢ଼ତା । ମ୍ୟୁଜିକ ସହ ଜଣଙ୍କ ପରେ ଜଣେ ଆସି ଦେଖାଉଛନ୍ତି ଫେସନ୍ସ ଜଲୱା । ଆପଣମାନେ ଦେଖୁଥିବା ଏହି ମଡେଲମାନେ ହେଉଛନ୍ତି ଭିନ୍ନକ୍ଷମ ।

Advertisment
Handicapped Candidate
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ