Advertisment

ସାବାସ୍‌ ମମତା; ପିଜୁଳି ଗଛରେ ଫଳାଉଛନ୍ତି ସେଓ !

୪ ଏକର ଜମିରେ ପିଜୁଳି ଚାଷ । କ୍ଷେତରେ ଫଳ ଯେମିତି ଫଳିଛି, ବ୍ୟବସାୟ ବି ଠିକ୍‌ ସେମିତି ହେଉଛି । ବିଭିନ୍ନ କିସମର ପିଜୁଳି ଚାଷ କରି ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛି ଚାଷୀ । ସବୁଠାରୁ ବଡ଼ କଥା ହେଉଛି, ଏ ଚାଷ କୌଣସି ସଫଳ ଚାଷୀ କି କେଉଁ ଯୁବକ କରିନାହାନ୍ତି ।

ଅଦ୍ୟତନ ହୋଇଛି
Advertisment

୪ ଏକର ଜମିରେ ପିଜୁଳି ଚାଷ । କ୍ଷେତରେ ଫଳ ଯେମିତି ଫଳିଛି, ବ୍ୟବସାୟ ବି ଠିକ୍‌  ସେମିତି ହେଉଛି । ବିଭିନ୍ନ କିସମର ପିଜୁଳି ଚାଷ କରି ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛି ଚାଷୀ । ସବୁଠାରୁ ବଡ଼ କଥା ହେଉଛି, ଏ ଚାଷ କୌଣସି ସଫଳ ଚାଷୀ କି କେଉଁ ଯୁବକ କରିନାହାନ୍ତି । ବରଂ ଜଣେ ଶିକ୍ଷିତ ମହିଳା ଏହାକୁ କରିଦେଖାଇଛନ୍ତି । ଯାହାଙ୍କ ଉଦ୍ୟମକୁ ଦେଖି ସମସ୍ତେ ପ୍ରଶଂସା କରୁଛନ୍ତି । ଗଛରେ ଝୁଲୁଥିବା ଏ ପିଜୁଳିଗୁଡ଼ାକ ଯେମିତି କାଶ୍ମୀର ସେଓ ପରି ଦେଖାଯାଉଛି ।   

Advertisment
Successful Woman Odisha Inspirational Story Guava Farming
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ