Social Service
Advertisment
ଦୃଢ଼ ଇଚ୍ଛାଶକ୍ତି, କଠିନ ପରିଶ୍ରମ ଅସାଧ୍ୟ କାର୍ଯ୍ୟକୁ ବି ସାଧ୍ୟ କରିଦିଏ । ଛୋଟରୁ ବଡ଼ ହେବାର ସ୍ବପ୍ନ ଏବଂ ସମାଜ ପାଇଁ ତାଙ୍କର ସେବା ତାଙ୍କୁ ନୂଆ ଏକ ସମ୍ଭାବନା ଦିଏ । ଗାଲ ଶୁଖି ଗଲାଣି, ଚର୍ମ ଧୁଡୁ ଧୁଡୁ ହୋଇ ଗଲାଣି, କାନକୁ ଆଉ ଭଲ ଭାବେ ଶୁଭାଯାଉନି । କିନ୍ତୁ ଏବେ ବି ସେ ୯୦ ବର୍ଷରେ ଫିଟ୍ । ଜଙ୍ଗଲୀଜାତ ଚେର ମୂଳରୁ ଗବେଷଣା କରି ରାଜ୍ୟ ତଥା ରାଜ୍ୟ ବାହାରେ ସୁନାମ ଅର୍ଜନ କରିଛନ୍ତି ୯୦ ବର୍ଷିୟ ବୈଦ୍ୟ ଗୋଲେଖ ସାହୁ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us