Inspiring girl students
Advertisment
ସନ୍ଧ୍ୟା ହେଲେ ବଡଦାଣ୍ଡର ରାସ୍ତାକଡ ରଙ୍ଗୀନ ଛତା ତଳେ ଜଳିଉଠେ ଲାଇଟ୍। ଫାଷ୍ଟଫୁଡ୍ ଷ୍ଟଲରେ ଭିଡ ଲାଗିଯାଏ ଗ୍ରାହକଙ୍କର ଗରମ ତେଲରେ ଛଣାହୁଏ ସ୍ପ୍ରିଙ୍ଗ ପଟାଟୋ। ଗରମ ଘୁଗୁନି ସାଙ୍ଗକୁ ମସାଲା ପାମ୍ପଡର ମହକ। ରାସ୍ତାକଡରେ ଛୋଟିଆ ଫାଷ୍ଟଫୁଡ୍ ଦୋକାନ ଅନେକଙ୍କ ପାଇଁ କିଛି ନୂଆ କଥା ନୁହେଁ, ହେଲେ ଏହି ଛତା ତଳେ ରହିଛି ଗୋଟିଏ ପ୍ରେରଣାଦାୟୀ କାହାଣୀ। ତିନି ଝିଅଙ୍କ ସ୍ୱାଭିମାନ ଓ ସଫଳତାର କାହାଣୀ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us