Painting of Lord Jagannath
Advertisment
ଚିତ୍ରରେ ଚିତ୍ରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ । ଏ ଚିତ୍ରଗୁଡ଼ିକ ଯେମିତି ଏ ଝିଅଟିର ହାତରେ ଜୀବନ୍ତ ହୋଇଉଠିଛି । କଳାକଳା ଚକାଡ଼ୋଳା ସାଙ୍ଗକୁ ମହାପ୍ରଭୁଙ୍କ ଚାରିପଟେ ଲାଗିଥିବା ଏ କୁନିକୁନି କାଚଖଣ୍ଡ ଗୁଡ଼ିକ ଆଖିକୁ ଦେଖିବାକୁ ଯେତିକି ସୁନ୍ଦର ସେତିକି ମନଲୋଭା ମଧ୍ୟ । ଛୋଟବେଳୁ ମହାପ୍ରଭୁଙ୍କ ପ୍ରତି ଥିବା ଭକ୍ତି ଆଜି ତାଙ୍କୁ ନୂଆ ପରିଚୟ ଦେଇଛି । ନାଁ ତାଙ୍କର ଶିଖା ମିଶ୍ର । ଘର ବୌଦ୍ଧ ସହରର ରଥସାହିରେ । ଶିଖାଙ୍କ ଏହି ସୁନ୍ଦର ସୁନ୍ଦର ଚିତ୍ର ଜଗନ୍ନାଥ ପ୍ରେମୀଙ୍କୁ ଆକୃଷ୍ଟ କରୁଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us