Inspiring Story
Advertisment
କଟକ ଜିଲ୍ଲା ଟାଙ୍ଗୀ ବ୍ଲକ ଶଙ୍କରପୁର ପଞ୍ଚାୟତର ଛାତ୍ର ଶୁଭାଶିଷ ବେହେରା । ଏବେ ସେ ବୈଜ୍ଞାନିକ ହେବେ । ଗବେଷଣା ପାଇଁ ଯାଉଛନ୍ତି ଜର୍ମାନ । ଗାଁରେ ବାପା ପରମାନନ୍ଦ ବେହେରା ଖଣ୍ଡେ ପାନ ଦୋକାନ କରି ପରିବାର ଚଳାନ୍ତି । ରୋଜଗାର ଅଳ୍ପ ଥିଲେ ମଧ୍ୟ ପୁଅର ସ୍ବପ୍ନକୁ ପୂରଣ କରିବାରେ କେବେ ବି ପଛଘୁଂଚା ଦେଇ ନାହାଁନ୍ତି । ଗରିବ ବାପାର ସୁଖିଲା ଆଖିର ସ୍ୱପ୍ନ ଯେବେ ସାକାର ହୁଏ ସେତେବେଳେ ଦେଖିବାକୁ ମିଳେ ଏମିତି କିଛି । ଜନ୍ମକଲା ମା’ ବି ନିଜକୁ ଗର୍ବକରି ପୁଅ ଉପରେ ଆଶୀର୍ବାଦ ଢାଳିଦେଉଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us