Advertisment

Inspiring Story: ଝିଅ ଜନ୍ମ ହୋଇଛି କହି ବାପା ବିକି ଦେଉଥିଲେ, ଜେଜେମା ପାଠ ପଢ଼ାଇ ଟପ୍ପର କଲେ

ଏ ଆଉ ଜଣେ ରେବତୀର ବୁଢୀମା... ସେ ରେବତୀ ବୁଢୀମା ସିନା ନାତୁଣୀ ପାଠପଢାରେ ଡୋରି ଲଗାଉଥିଲା ହେଲେ ଏ ବୁଢୀମା ନାତୁଣୀ ପଢା ପାଇଁ କାନି ପତାଇ ଭିକ ମାଗୁଛି...

Advertisment

ଏ ଆଉ ଜଣେ ରେବତୀର ବୁଢ଼ୀମା... ସେ ରେବତୀ ବୁଢ଼ୀମା ସିନା ଲୋ ରେବ, ଲୋ ଚୁଲି, ଲୋ ନିଆଁ କହି ନାତୁଣୀ ପାଠପଢାରେ ଡୋରି ଲଗାଉଥିଲା, ଝିଅ ପଢିଲେ ବାପା ଉପରେ କୁଆଡ଼େ ବିପଦ ପଡିବ କହି ଝିଅକୁ ପାଠ ପଢାନା ବୋଲି କହୁଥିଲା, ହେଲେ ଏ ବୁଢୀମା ନାତୁଣୀ ପଢା ପାଇଁ କାନି ପତାଇ ଭିକ ମାଗୁଛି । ଆଉ କହୁଛି- ମୋ ନାତୁଣୀକୁ ତା ସ୍ୱପ୍ନ ପୂରଣରେ ସହାୟ ହୁଅ, ତା ପାଠପଢା ଖର୍ଚ୍ଚ ପାଇଁ ସରକାର ସାହାଯ୍ୟ କର... 

Advertisment
Inspiring Story Odisha Matric Results Success Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ