By: Sonali Ojha
Last updated: 03 July 2024, 11:43 AM IST
ଇଏ ବି ଜୀବନ । ଦେଖିବାକୁ ଶକ୍ତି ନାହିଁ... ଆଖିକୁ ଜମା ବି ଦିଶୁନି, ଭିକ୍ଷାବୃତ୍ତି କରୁଛନ୍ତି ସତ, ହେଲେ ହାତ ପତାଇବା ଆଗରୁ ମନୋରଞ୍ଜନ କରି ଟଙ୍କା ମାଗୁଛନ୍ତି । ଜୀବନର ଦୀର୍ଘ ସମୟ କଟିଗଲାଣି । ଆଉ ବାକିତକ ରହିଛି କେଇଟା ବର୍ଷ ।