Advertisment

ଇଏ ବି ଜଣେ ସାବିତ୍ରୀ, ୮ ବର୍ଷ ହେଲା ହେଲା ସ୍ୱାମୀଙ୍କ ସାଜିଛନ୍ତି ସାହାରା

ପୁରାଣର ସେ ସାବିତ୍ରୀ, ଆଉ ଏ ସାବିତ୍ରୀ ଦୁହେଁ ସମାନ । ସେ ମୃତ୍ୟୁ ମୁହଁରୁ ସ୍ୱାମୀଙ୍କୁ ଫେରାଇ ଆଣିଥିଲେ । ଆଉ ଏ ସ୍ତ୍ରୀ ବି ତାଙ୍କ ସ୍ୱାମୀଙ୍କ ଜୀବନ ଫେରାଇ ଆଣିଛନ୍ତି । କେବଳ ଫରକ ଏତିକି ସେହି ଦିନ ଠାରୁ ଏ ସତ୍ୟବାନ ୮ ବର୍ଷ ହେଲା ବେଡ୍‌ରେ ପଡ଼ି ରହିଛନ୍ତି ।

Advertisment

ପୁରାଣର ସେ ସାବିତ୍ରୀ, ଆଉ ଏ ସାବିତ୍ରୀ ଦୁହେଁ ସମାନ । ସେ ମୃତ୍ୟୁ ମୁହଁରୁ ସ୍ୱାମୀଙ୍କୁ ଫେରାଇ ଆଣିଥିଲେ । ଆଉ ଏ ସ୍ତ୍ରୀ ବି ତାଙ୍କ ସ୍ୱାମୀଙ୍କ ଜୀବନ ଫେରାଇ ଆଣିଛନ୍ତି । କେବଳ ଫରକ ଏତିକି ସେହି ଦିନ ଠାରୁ ଏ ସତ୍ୟବାନ ୮ ବର୍ଷ ହେଲା ବେଡ୍‌ରେ ପଡ଼ି ରହିଛନ୍ତି । ଆଉ ବାହାରେ ଟିକିଏ ବୁଲିବାକୁ ଚାହିଁଲେ ତାଙ୍କ ସାବିତ୍ରୀ ତାଙ୍କୁ ହ୍ୱିଲ୍‌ ଚେୟାରେ ବୁଲାଇ ନେଉଛନ୍ତି । ୮ ବର୍ଷ ତଳେ ସ୍ତ୍ରୀ ସାବିତ୍ରୀ ଓଷା କରିଥିଲେ, ଆଉ ସ୍ୱାମୀ ତାଙ୍କ ପାଇଁ ଗଛକୁ ଚଢ଼ି ନଡ଼ିଆ ପାରିବା ବେଳେ ତଳେ ପଡ଼ି ତାଙ୍କର ଏପରି ଅବସ୍ଥା ହୋଇଛି । ଏହି ଦମ୍ପତି ହେଉଛନ୍ତି ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳ ୨୧ ନମ୍ବର ୱାର୍ଡ ସନ୍ତରା ଗାଁର ସନ୍ତୋଷ ପରିଡ଼ା ଏବଂ ପ୍ରମିଳା ପରିଡ଼ା ।

Advertisment
Couple Selfless Act Love Story Sabitri
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ