""
ଭଲ ଖବର Videos ୪ ଜଣଙ୍କର ଜୀବନ ବଞ୍ଚାଇଲା ୬ ଦିନର କୁନି ଝିଅ ୬ ଦିନର କୁନି ଝିଅ ୪ଜଣଙ୍କର ଜୀବନ ବଞ୍ଚାଇଲା। ବ୍ରେନ୍ ଡେଡ୍ ହେବା କାରଣରୁ ପିତାମାତା କୁନି ଝିଅଟିର ଅଙ୍ଗଦାନ କରିଦେଲେ। ସୁରତରୁ ଏଭଳି ଏକ ଘଟଣା ସମ୍ନାକୁ ଆସିଛି। କୁନି ଝିଅଟି ୪ଜଣଙ୍କ ଜୀବନ ବଞ୍ଚାଇଛି 30 Sep 2024 14:37 ISTPallipuspa Samal Follow UsNewborn Girl Saves 4 LivesAdvertisment Read More Good Story