God Saves Life of 2 Innocent Monkeys
Advertisment
ପାଖରେ ମା’ ନାହିଁ... ବଞ୍ଚିବାକୁ ସାହାରା ବି ନାହିଁ । ହେଲେ ଭଗବାନ ଏମାନଙ୍କୁ ବଞ୍ଚାଇ ଦେଇଛନ୍ତି । ପ୍ରକୃତିର କରାଳ ରୂପରେ ଲୀନ ହେବା ପୂର୍ବରୁ ଉଦ୍ଧାରି ଦେଇଛନ୍ତି ଭଗବାନ । ହେଲେ ସବୁ କିଛି ଯେମିତି ଏ ନିରୀହ ନିଷ୍ପାପ କୁନିକୁନି ଛୁଆ ଦିଇଟାଙ୍କ ପାଇଁ ଚାଲିଯାଇଛି । ମା’ ତ ପାଖରେ ନାହିଁ, କି ଆଶ୍ରୟ ଟିକେ ନେବାକୁ ଗଛଟିଏ ବି ନାହିଁ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us