ସାବାସ ଶୁଭଶ୍ରୀ !
Advertisment
ସିଏ ବାପାଙ୍କର ସୁନାଝିଅ। ତା କୁନି କୁନି ଆଖିରେ ଆଖିଏ ସ୍ୱପ୍ନ। ମନରେ ତାର ଅସୀମିତ ଆଶା। ଖାସ ସେଇଥିପାଇଁ ସେ ଏତେ ଅଳ୍ପ ବୟସରୁ ଘରର ବୋଝକୁ ନିଜ କାନ୍ଧକୁ ନେଇଛି। ଆଉ ପଙ୍କରୁ ପଦ୍ମ ଫୁଟିବା ପରି ସଂଘର୍ଷ କରି ନିଜର ଭବିଷ୍ୟତ ନିଜ ଗଢୁଛି।