ଅବିଭକ୍ତ କୋରାପୁଟ ଜିଲ୍ଲାରେ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର: ଲକ୍ଷ୍ମଣ ନାୟକ । ମେଡିକାଲ କଲେଜ ହସପିଟାଲରେ ୧୦ ଦିନ ହେବ ରୋଗୀଙ୍କୁ ମିଳୁନି ବେଡସିଟ୍,ଏପଟେ ମାଲକାନଗିରି
ଜିଲ୍ଲାରେ ହସପିଟାଲ ଓ ଡାକ୍ତର ଅଭାବରୁ ଗୁଣିଆ ଉପରେ ଲୋକଙ୍କ ଅଧିକ ଭରସା