By: Otv Khabar Bureau
Last updated: 09 March 2022, 12:21 PM IST
ଭାରି ସୁଆଦିଆ ଭାକୁର ମାଛ ଦହି ବେସର। ପଖାଳ ହେଉ କି ଗରମ, ଗରମ ଗରମ ଝୋଳ ଦେଖି ଦେଲେ ପାଟିରୁ ଗଳିପଡ଼ିବ ଲାଲ...ଜମା ଡେରି ନକରି ଏବେ ଶିଖନ୍ତୁ କେମିତି ତିଆରି ହୁଏ ଭାକୁର ମାଛ ଦହି ବେସର