Advertisment

Nuakhai Celebration: ଜଙ୍ଘରେ କୁଟିଲେ ଢିଙ୍କି

ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି ଗଣପର୍ବ ନୂଆଁଖାଇ। ଆଉ ତା' ପରେ ପରେ ଏବେ ଜୁହାର୍ ଭେଟ୍ କାର୍ଯ୍ୟକ୍ରମ ସାଙ୍ଗକୁ ବିଭିନ୍ନ ଖେଳକୁଦ ବି ଚାଲିଛି। ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ଏଭଳି ନିଆରା ପରମ୍ପରା ରହିଛି ଯାହା ବେଶ୍ ଉତ୍ସାହପ୍ରଦ।

Subarnapur Binika Nuakhai Celebration Odisha Festival
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ