Thermocol Flowers
Advertisment
ମହାପ୍ରଭୁଙ୍କ ସେବାରେ ଲାଗିବ ସୋଲଫୁଲ । ଫୁଲ ତିଆରି କାମରେ ଲାଗିଛନ୍ତି ପୂରା ପରିବାର । କିଏ ସୋଲକୁ କାଟି କଦମ୍ବ ଫୁଲ ତିଆରି କରୁଛନ୍ତି ତ ପୁଣି କିଏ ସେବତି ଫୁଲର ଆକାର ଦେଉଛନ୍ତି ସୋଲକୁ । ମହାପ୍ରଭୁଙ୍କ ସେବା ପାଇଁ ପୂରା ପରିବାର ହୋଇଯାଇଛି ଏକାଠି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us