Advertisment

କେବେ ଖୋଲା ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ?

ଏଇ ସମୟ ରତ୍ନଭଣ୍ଡାର ଖୋଲିବାର ପ୍ରକୃଷ୍ଟ ସମୟ ହୋଇଥିବାରୁ ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ।

Advertisment

କେବେ ଖୋଲା ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ? କେଉଁ ସମୟ, କେଉଁ ତାରିଖ ? ବିଧିବଦ୍ଧ ଭାବେ ଏଇ ଘୋଷଣା ଉପରେ ଏବେ ସାରା ଜଗନ୍ନାଥପ୍ରେମୀଙ୍କ ନଜର। କାରଣ ଆସନ୍ତା ୭ ତାରିଖରୁ ଘୋଷଯାତ୍ରାରେ ବାହାରି ବଡ଼ ଦେଉଳ ଛାଡ଼ିବେ ଶ୍ରୀଜୀଉ। ଏଇ ସମୟ ରତ୍ନଭଣ୍ଡାର ଖୋଲିବାର ପ୍ରକୃଷ୍ଟ ସମୟ ହୋଇଥିବାରୁ ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ