Overwhelming emotion fills Bada Danda as devotees weep at Mahaprabhu\'s sight
Advertisment
ସେ ତ ଭାବର ଠାକୁର, ଯାହାକୁ ଭକ୍ତିରେ ଥରେ ଡାକିଦେଲେ ଭିଜିଯାଏ ମନ ଆଉ ପ୍ରାଣ। ସେଥିପାଇଁ ତ କିଏ କାହିଁ କେତେ ଦୂରରୁ ଏବଂ କେତେ ବେଶ ଧାରଣ କରି ଏବଂ ଭାବ ଆଉ ଆବେଗ ଧରି ଶ୍ରୀକ୍ଷେତ୍ରକୁ ଧାଇଁ ଆସିଛନ୍ତି ତା\' ଦର୍ଶନ ପାଇଁ। ବର୍ଷକୁ ଥରେ ଭକ୍ତଙ୍କ ମେଳିରେ ମଜ୍ଜିଯାଉଥିବା ମନୁଆ ଠାକୁରର ଦର୍ଶନ ପାଇ ଆଜି କୃତ୍ୟ କୃତ୍ୟ ଭକ୍ତପ୍ରାଣ। ମହାପ୍ରଭୁ ଆଗରେ ସମର୍ପି ଦେଇ ଏକାକାର ନେତା, ଜନତା। ବଡ଼ଦାଣ୍ଡରୁ ଭାବ ଆଉ ଆବେଗର କିଛି ଦୃଶ୍ୟ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us