Advertisment

ମୁଁ ଶବର ସେବକ

ସେ ବ୍ରାହ୍ମଣ ନୁହଁନ୍ତି। ପୂଜା ପାଠ ପାଇଁ ସଂସ୍କୃତ ବି ଭଲରେ ଜାଣି ନାହାନ୍ତି। କିନ୍ତୁ ସେବକ ବୋଲି ମହାପ୍ରଭୁଙ୍କଠାରେ ତାଙ୍କ ମନ। ଅଣସର ବେଳେ ସେ ହିଁ ସେବା କରନ୍ତି। ନିଜେ ଫୁଲ ତୋଳନ୍ତି, ନିଜେ ଠାକୁରଙ୍କୁ ସଜେଇ ଦିଅନ୍ତି। ନିଜେ ବଣକୁ ଯାଇ ଜଟିବୁଡି ସଂଗ୍ରହ କରି ଆଣି ମହାପ୍ରଭୁଙ୍କ ସେବାରେ ଦିଅନ୍ତି। ଆଦିବାସୀ ସେବକ କରୁଛନ୍ତି ଠାକୁରଙ୍କ ଅଣସର ନୀତି, ଶାବର ଶ୍ରୀକ୍ଷେତ୍ରରେ ଭିନ୍ନ ଏକ ପରମ୍ପରା ।

Ratha Yatra Sabar Srikhetra Koraput Tribal Community
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ