Advertisment

ସରିଲା ପହଣ୍ଡି ବିଜେ

ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ବଳଭଦ୍ର ରଥାରୂଢ଼ ହେଲେ ।ଦେବୀ ସୁଭଦ୍ରାଙ୍କ ପରେ ଶେଷରେ ରଥାରୂଢ଼ ହେଲେ ଶ୍ରୀଜଗନ୍ନାଥ ।

Advertisment

ସରିଲା ପହଣ୍ଡି ବିଜେ । କାଳିଆ ସାଆନ୍ତ ଭାଇଭଉଣୀ ସହ ରଥରେ ବିରାଜମାନ କରିଛନ୍ତି। ସମସ୍ତଙ୍କୁ ଦର୍ଶନ ଦେଉଛନ୍ତି କାଳିଆ ସାଆନ୍ତ । ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ବଳଭଦ୍ର ରଥାରୂଢ଼ ହେଲେ ।ଦେବୀ ସୁଭଦ୍ରାଙ୍କ ପରେ ଶେଷରେ ରଥାରୂଢ଼ ହେଲେ ଶ୍ରୀଜଗନ୍ନାଥ । 

Advertisment
Ratha Jatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ