ISKCON Faces Backlash for Alleged Insult to Jagannath Culture in South Africa Ratha Yatra
Advertisment
ଇସ୍କନର ପୁଣି ଜଗନ୍ନାଥ ସଂସ୍କୃତିକୁ ଅପମାନ, ଗଜପତିଙ୍କୁ ହେୟଜ୍ଞାନ
ଦକ୍ଷିଣ ଆଫ୍ରିକାର ସାଣ୍ଡଟନ୍ ରେ ଇସ୍କନ ପାଳିଲା ଅଦିନିଆ ରଥଯାତ୍ରା ଇସ୍କନ ପକ୍ଷରୁ ଜାରି ହୋଇଛି ଅଦିନିଆ ରଥଯାତ୍ରାର ଫଟୋ ସହ ଭିଡ଼ିଓ
ଶ୍ରୀମନ୍ଦିର ସେବାୟତ, ପୂର୍ବତନ ମ୍ୟାନେଜିଂ କମିଟି ସଦସ୍ୟ ପ୍ରମୁଖଙ୍କ କ୍ଷୋଭ ରାଜ୍ୟ ସରକାର ତୁରନ୍ତ ଆଇନଗତ ଆକ୍ସନ ନେବାକୁ ଉଠିଲା ଦାବି
Advertisment