Advertisment

ରଥଯାତ୍ରାରେ କେମିତି ଆସିବେ ପୁରୀ ?

କିଏ କେଉଁ ବାଟେ ପୁରୀକୁ ଆସୁଛି ? ଟ୍ରାଫିକ୍ ଜାମ୍ କେଉଁଠି ରହିଛି ? ପାର୍କିଂ ସ୍ପଟରେ କିଭଳି ସ୍ଥିତି ? ସମୁଦ୍ର କୂଳରେ ଚାଲିଛି କ’ଣ ? ସାବଧାନ ପୁରୀରେ ଟିକନିଖ୍ ଏସବୁ ଦୃଶ୍ୟର ନିରୀକ୍ଷଣ ହେଉଛି, INTIGRATED COMMAND CONTROL CENTERରେ ।

Advertisment

ଏଥରର ବିଶ୍ବପ୍ରସିଦ୍ଧ ରଥଯାତ୍ରା କେମିତି ହେବ ଭକ୍ତଙ୍କ ପାଇଁ ସୁଗମ। ସେଥିପାଇଁ ଜୀ-ଜାନ୍ ଲଗାଇଛନ୍ତି ସରକାର। ଟ୍ରାଫିକ ପରିଚାଳନାରୁ ପାର୍କିଂ, ସ୍ବାସ୍ଥ୍ୟସେବାରୁ ସିକ୍ୟୁରିଟି ଯାଏଁ ସବୁ କ୍ଷେତ୍ରରେ ହୋଇଛି ନୂଆ ବ୍ୟବସ୍ଥା। ପ୍ରଥମ ଥର ପୁରୀରେ ସ୍ଥାପନ ହୋଇଛି ୨୪ ଘଣ୍ଟିଆ ଇଣ୍ଟିଗ୍ରେଟେଡ୍ କମାଣ୍ଡ କଣ୍ଟ୍ରୋଲ୍ ସେଣ୍ଟର। ଯେଉଁଠି ୨୭୫ ସିସିଟିଭି କ୍ୟାମେରାରେ ଉତ୍ତୋଳିତ ଚିତ୍ରର ଚାଲିଛି ମନିଟରିଂ। ତାସହ ରିଅଲ୍ ଟାଇମ୍ ଟ୍ରାଫିକ୍ ଅପଡେଟ୍ ପାଇଁ ପ୍ରସ୍ତୁତ ହୋଇଛି ସ୍ପେଶାଲ୍ କ୍ୟୁଆର କୋଡ୍। ଯାହାକୁ ସ୍କାନ କଲେ ସୁବିଧାରେ ବଡ଼ଦାଣ୍ଡରେ ପହଞ୍ଚି ପାରିବ ଜଣେ ସାଧାରଣ ଭକ୍ତ।

Advertisment
Odisha Ratha Yatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ