ଅଦ୍ୟତନ ହୋଇଛି
Raahgiri in Khordha
Advertisment
ଖୋର୍ଦ୍ଧା ବ୍ୟାଙ୍କ ଛକରେ ପୌର ପରିଷଦ ପକ୍ଷରୁ ରାହାଗିରି ବା ପଥୋତ୍ସବ ଚାଲିଛି। ରାସ୍ତାଘାଟରେ ଝୋଟି ଚିତା, ଚିତ୍ରାଙ୍କନ ପ୍ରତିଯୋଗିତା ଚାଲିଛି। ନାଚ ଗୀତ ସାଙ୍ଗକୁ ଢେର୍ ଆନନ୍ଦ ନେଇଛନ୍ତି ସ୍ଥାନୀୟ ଲୋକେ।