Advertisment

ଶ୍ରୀଜିଉଙ୍କ ଦର୍ଶନ କରି କୃତ୍ୟକୃତ୍ୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଜାତିର ଦେବତା...ମାଟିର ରାଷ୍ଟ୍ରପତି ...ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ବସିବା ପରେ ପ୍ରଥମ ଥର ନିଜ ଜନ୍ମମାଟି ଓଡ଼ିଶା ପହଞ୍ଚି ଆଗ ଜାତିର ଆରାଧ୍ୟ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସୁଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ...ତ ବଡ଼ଦାଣ୍ଡ ଛୁଉଁ ଛୁଇଁ ପଛ ହୋଇଯାଇଥିଲା ପ୍ରୋଟୋକଲ୍...ବଳଗଣ୍ଡି ଛକର ସାଲବେଗ ପୀଠ ଠାରୁ ଝିଅ ଇତିଶ୍ରୀ ମୁର୍ମୁଙ୍କ ସହ ହଠାତ୍ ବୁଲେଟ୍ ପ୍ରୁଫ୍ ଗାଡ଼ିରୁ ଓହ୍ଲାଇ ସାଧାରଣ ଭକ୍ତଟିଏ ଭଳି ଚାଲିବା ଆରମ୍ଭ କରିଦେଇଥିଲେ ରାଷ୍ଟ୍ରପତି

President Draupadi Murmu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ