Odisha Celebrates Janmashtami 2021 Amid Covid Norms
ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମତିଥି ପାଳନ ପାଇଁ ଚଳଚଂଚଳ ବୃନ୍ଦାବନ। ମଥୁରା ସହ ସାରାଦେଶ ଓ ପୁରୀରେ ଶ୍ରୀଜିଉଙ୍କ ସ୍ୱତନ୍ତ୍ର ନୀତିକାନ୍ତି। ପୁରୀରେ ଶ୍ରୀଜିଉଙ୍କ ସ୍ୱତନ୍ତ୍ର ନୀତିକାନ୍ତି । ଖାଲି ଦେଶରେ ନୁହେଁ, ବିଦେଶରେ ମଧ୍ୟ ଆଜି ଦିନର ବିଶେଷ ମହତ୍ୱ ରହିଛି। କୃଷ୍ଣଭକ୍ତମାନେ ଏହିଦିନ ବ୍ରତ ରଖିଥାନ୍ତି। ସାରା ରାତି ଭଗବାନଙ୍କ ଆରାଧନା କରିବା ପରେ ମୁହୂର୍ତ୍ତ ଦେଖି ଭୋଗ ଲଗାଇଥାନ୍ତି। ତା’ ପରେ ବ୍ରତ ଶେଷ କରିଥାନ୍ତି। ହିନ୍ଦୁ ଶାସ୍ତ୍ର ଅନୁସାରେ ଜନ୍ମାଷ୍ଟମୀକୁ ବ୍ରତଙ୍କର ‘ବ୍ରତରାଜ’ ବୋଲି କୁହାଯାଇଥାଏ। ଅର୍ଥାତ୍ ବର୍ଷସାରା ପଡ଼ୁଥିବା ବ୍ରତ ମଧ୍ୟରେ ଏହି ବ୍ରତ ଶ୍ରେଷ୍ଠ ବ୍ରତ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us