Nuakhai
Advertisment
ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ରାଗରୁଷା ଭୁଲି ଏକା ସଙ୍ଗେରେ ନୂଆଁ ଖାଉଛନ୍ତି ପଶ୍ଚିମଓଡ଼ିଶାବାସୀ। ଚାଷ, ଚାଷୀ ଓ ପ୍ରକୃତିର ପର୍ବ ନୂଆଖାଇରେ କଳାହାଣ୍ଡି ଜିଲ୍ଲାରେ ଗଡ଼ଜାତ ଅଞ୍ଚଳବାସୀଙ୍କୁ ବାଦ ଦେଇ ସମସ୍ତ ଜିଲ୍ଲାବାସୀ ଆଜି ନୂଆଖାଇ ପାଳନ କରୁଛନ୍ତି । ସଦର ବ୍ଳକ୍ ଅନ୍ତର୍ଗତ ଛେଳିଆମାଲ ଗାଁର ପ୍ରାୟ ୩୫ ପରିବାର ଏକାଠି ହୋଇ ନବାନ୍ନ ସେବନ କରିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us