Advertisment

ବୋଉ ଆଉ ତା’ର ସ୍ନେହ..

ଆଜି ବିଶ୍ୱ ମାତୃ ଦିବସ..ମାଆ ପାଇଁ ଦିନଟିଏ.. ଏହି ଅବସରରେ ବ୍ରହ୍ମପୁରର ବାଲୁକାଶିଳ୍ପୀ ସତ୍ୟନାରାୟମ ମହାରଣା ସ୍ୟାଣ୍ଡ୍ ଆନିମେସନ ଜରିଆରେ ମାଆ ଓ ମାତୃତ୍ୱକୁ ଆଙ୍କି ତୋଳିଛନ୍ତି...ଗର୍ଭରେ ଧାରଣ କରିବାଠାରୁ ଆରମ୍ଭ କରି ସମାଜରେ ମଣିଷଟିଏ କରି ଗଢିତୋଳିବା କ୍ଷେତ୍ରରେ ମାଆର ମହତ୍ୱକୁ ନିଜ ସାଣ୍ଡ୍ ଆନିମେସନ ଜରିଆରେ ବାର୍ତ୍ତା ଦେଇଛନ୍ତି ସତ୍ୟନାରାୟଣ..

Mother's Day Mother's Day 2020
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ