Advertisment

କଡ଼ା ସୁରକ୍ଷା ବଳୟରେ ହେଲା ଶୋଭାଯାତ୍ରା, ସାରା ସହରରେ ପୋଲିସ ଛାଉଣୀ

ଅଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା । ସାରା ସମ୍ବଲପୁର ପୋଲିସ ଛାଉଣୀରେ ଭର୍ତ୍ତି । ହନୁମାନ ଜୟନ୍ତୀ ଅବସରରେ ସମ୍ବଲପୁରରେ ଆରମ୍ଭ ହୋଇଛି ଶୋଭାଯାତ୍ରା । ବୁଧବାର ରାତିର ହିଂସା ପରଠୁ ପୋଲିସ ସୁରକ୍ଷା ମଧ୍ୟରେ ଶୋଭାଯାତ୍ରାରେ ବାହାରୁଛନ୍ତି ହନୁମାନ ଜୟନ୍ତୀ ସମନ୍ୱୟ ସମିତିର ସଦସ୍ୟ । ଏଥିପାଇଁ ସାରା ସହର ପୋଲିସ ଛାଉଣୀରେ ପରିଣତ ହୋଇଛି । ବ୍ୟାନ୍ ରହିଛି ଇଣ୍ଟରନେଟ୍ ସେବା । ଶୋଭାଯାତ୍ରା ପଥରେ କୋହଳ ରହିଛି ୧୪୪ ଧାରା।

Sambalpur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ