Last updated: 11 November 2023, 11:16 PM IST
ରାତି ପାହିଲେ ଦୀପାବଳି। ଆଲୋକର ପର୍ବ ପାଇଁ ଆକାଶଛୁଆଁ ଉତ୍ସାହ ଓ ଉଦ୍ଦୀପନା । କିଏ ବାଣ କିଣି ଘରେ ଗଦା କଲାଣି, ତ ଆଉ କିଏ ଘରକୁ ସଜାଇଲାଣି ସୁନ୍ଦର ଆଲୋକମାଳାରେ । ବିଷାକ୍ତ ଧୂଆଁ, କ୍ଷତିକାରୀ ପ୍ରଦୂଷଣ ଓ ଅତ୍ୟଧିକ ଶବ୍ଦ ସୃଷ୍ଟିକାରୀ ବାଣ ନଫୁଟାଇବା ପାଇଁ ଲୋକଙ୍କୁ ସଚେତନ କରାଯାଉଥିବା ବେଳେ, ବାଣ ବଜାର ଉପରେ ବି ପ୍ରଶାସନର କଡ଼ା ନଜର ରହିଛି..