Confusion Over Calendar and Almanac for Diwali
Advertisment
ପଞ୍ଜିକା ଓ କ୍ୟାଲେଣ୍ଡରରେ ବିଭେଦତାକୁ ନେଇ ଦୂର ହେଲାନି ଦ୍ବନ୍ଦ୍ବ । ଆଜି ପୟାଶ୍ରାଦ୍ଧ ସହ ବଡ଼ବଡୁଆ ଡାକିଲେ ଅନେକ । ଶ୍ରୀମନ୍ଦିରରେ ଆସନ୍ତାକାଲି ଦୀପାବଳି ଓ ପୟାଶ୍ରାଦ୍ଧ ନୀତି । ପଞ୍ଜିକା ବିଭ୍ରାନ୍ତିରୁ ବାରମ୍ବାର ଉପୁଜୁଛି ଏଭଳି ସ୍ଥିତି । ସରାରଙ୍କ ହସ୍ତକ୍ଷେପ ଲୋଡ଼ିଲେ ଜ୍ୟୋତିର୍ବିଦ୍ ଓ ପଞ୍ଜିକାର ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us