ମାଡି ଆସୁଥିବା କରୋନା ମହାମାରୀର ତୃତୀୟ ଲହରୀ ପ୍ରତି ସଚେତନ କଲେ ରାଜ୍ୟ ସରକାର। ସମସ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ତରଫରୁ ଚିଠି। ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରସ୍ତୁତ ରହିବାକୁ ସୂଚନା। ଓଡିଶାରେ ଦୈନିକ ସଂକ୍ରମଣ ୧୯ ହଜାର ଛୁଇଁ ପାରେ ବୋଲି ଅନୁମାନ କରୁଛନ୍ତି ରାଜ୍ୟ ସରକାର।