ଅଦ୍ୟତନ ହୋଇଛି
Special Story | Locals In Angul Forget COVID Restrictions To Catch Fish In River
Advertisment
ଆଜି ପୁଅ ମାଗୁର, ସେଉଳ ଝୋଳ ଟେ ହବ। ଘରେ ଆଗତା ସୋରିଷ ବେସର ବଟା ହେଇଛି। ଠକରା ଆମ୍ବୁଲ ଖଣ୍ଡେ ପଡ଼ିବ। ଜୁକୁଜୁକିଆ ରାନ୍ଧଣାଟେ ହବ। ମଶୁରି ଭଲକି ଧରିଥା, ଦଣ୍ଡିକିରି, କେରାଣ୍ଡି ଖସି ଯିବେ ନ ହେଲେ... ଆଜି ପୋଲ ତଳେ ପ୍ରବଳ ଭିଡ଼... ଧରିଥା ଖସିଗଲେ ସଇଲା.
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us